କରୋନା କଟକଣା ବେଳେ ବିବାହ କରୁଥିବାରୁ ବର ସହ ପୁରୋହିତକୁ ଉଠାଇନେଲା ପୁଲିସ

ତୁମୁଡିବନ୍ଧ: କରୋନା କଟକଣାକୁ ନ ମାନି ବିବାହ କରିବା ମହଙ୍ଗା ପଡିଛି। କଟକଣା ସତ୍ତ୍ୱେ ଆଡ଼ମ୍ବରପୂର୍ଣ୍ଣ ବିବାହ କରୁଥିବାରୁ ଉଭୟ ବର ଓ ପୁରୋହିତଙ୍କୁ ପୁଲିସ ବେଦୀରୁ ଉଠାଇଆଣି ଅଟକ ରଖିଛି। ବରଙ୍କ ସହ ତାଙ୍କ ଦାଦାଙ୍କୁ ମଧ୍ୟ ପୁଲିସ ଉଠାଇଆଣିଛି। ମିଳିଥିବା ସୂଚନା ମୁତାବକ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଲାଇନପଡା ଗାଁର ସଂଗ୍ରାମ ଦିଗାଲଙ୍କର ବାହାଘର କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବାଲିପଡ଼ାରେ ହେଉଥିଲା। ଏ ବାବଦରେ … Continue reading କରୋନା କଟକଣା ବେଳେ ବିବାହ କରୁଥିବାରୁ ବର ସହ ପୁରୋହିତକୁ ଉଠାଇନେଲା ପୁଲିସ